ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ମ‌ାମଲା : ମିଳୁନି କାଗଜପତ୍ର, ଭଙ୍ଗାହେବ ଆଲମିରା

ଭୁବନେଶ୍ବର : ପଳାସପଲ୍ଲୀସ୍ଥିତ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି କେନ୍ଦ୍ରର ଆୟବ୍ୟୟ ହିସାବ କଲାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ମିଳୁନଥିବା ଦେଖାଯାଇଛି। ଏଣୁ ପରିସରରେ ଥିବା ଆଲମିରା ଓ ଅନ୍ୟାନ୍ୟ ବନ୍ଦ କୋଠରି ଖୋଲାଯାଇ ଏହି ସବୁ କାଗଜପତ୍ର ଜବତ କରାଯିବାକୁ ଯୋଜନା ହୋଇଛି। ଖୁବ୍‌ଶୀଘ୍ର ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଆଲମାରିର ତାଲା ଭଙ୍ଗା … Continue reading ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ମ‌ାମଲା : ମିଳୁନି କାଗଜପତ୍ର, ଭଙ୍ଗାହେବ ଆଲମିରା